12 ଆମେ ଜାନି ଆଚୁ ଜେ, ବଞ୍ଚି କରି ଜିଇବାକାଇବା ଜାକ ସାର୍ଦା ସଙ୍ଗେ ଆରି ନିମାନ୍ କାମ୍ କର୍ବା ବାଦୁଲେ ସେମନର୍ ଆରି କାଇ ନିମାନ୍ କାମ୍ ନାଇଁ । 13 ଆରି ସବୁ ଲକ୍ମନ୍ କାଇ ପିଇକରି ତାକର୍ ନିଜର୍ ନିଜର୍ କାମ୍ଦାମ୍ କରି ସୁକେ ରଇସା, ଏଟା ଅଇଲାନି ପର୍ମେସର୍ ଦେଇ ରଇବା ଦାନ୍ ।
Publicidade