14 ମୁଇଁ ଜାନି ଆଚି ଜେ, ପର୍ମେସର୍ ଜାଇଟା ସବୁ କର୍ସି, ସେଟା ସବୁ ଦିନର୍ପାଇଁ ରଇସି; ସେଟାକେ ଅଦିକ୍ କରି ନଅଏ କି ଉନାକରି ନ ଅଏ; ଆରି ନର୍ଲକ୍ମନ୍ ପର୍ମେସରର୍ ମୁଆଟେ ଡର୍ବା ପାଇଁ ସେ, ସେଟାମନ୍ କଲା ଆଚେ ।
Publicidade