Pular para o conteúdo
Publicidade

ଉପଦେସକ 5:1,2

ପର୍‌ମେସର୍ ଡର୍

1 ତମେ ପର୍‌ମେସରର୍ ଗରେ ଜିବାବେଲେ ଜାଗର୍‌ତା ସଙ୍ଗେ ଇଣ୍ଡିକରି ଜାଆ; କାଇକେବଇଲେ କାରାପ୍ ଲକ୍‌ମନର୍ ଅମ୍‌ବଲି ସର୍‌ପି ଦେବା ବାଦୁଲେ ନିକ ସଙ୍ଗେ ସୁନିକରି ମାପ୍‌ରୁର୍ ଲଗେ ଆଇବା ଲକ୍ ବେସି ନିକ; ତେବର୍‌ପାଇଁ ସେମନ୍ କାରାପ୍ କାମ୍ କଲୁନି ବଲିକରି ଜାନି ନାପାରତ୍‌ । 2 ତମେ ତମର୍ ଟଣ୍ଡେ ଅନି କାରାପ୍ କାତା କଇବାକେ ଇଚା କରାନାଇ, ଆରି ପର୍‌ମେସରର୍ ବିସଇରେ କାଇ ବଲିକରି କଇବାକେ ଇଚାକରା ନାଇଁ; କାଇକେବଇଲେ ପର୍‌ମେସର୍ ସରଗ୍ ଉପ୍‌ରେ ଆଚେ ଆରି ତମେ ଏ ପୁର୍‌ତିବି ଟାନେ ଆଚାସ୍; ତେବର୍‌ପାଇଁ ତମେ ବାବି ବିଚାରିକରି କାତାବାର୍‌ତା କରା ।

Estes versículos te tocaram? Ore agora!

+581 estão orando agora.

Junte-se à corrente de oração.