2 ସବୁ ଗଟ୍ନା ସବୁକେ ସମାନ୍ସେ ଗଟ୍ସି; ଦରମ୍ ଲକ୍କେ ଆରି କାରାପ୍ ଲକର୍ ପାଇଁ, ନିମାନ୍, ସୁଚି ଆରି ଅସୁଚି ଲକର୍ ପାଇଁ; ଜଗିଅ ଆରି ଅଜଗିଅ ସର୍ତେ ଲକର୍ ପାଇଁ ଏ ଗଟ୍ନା ଅଇସି; ନିମାନ୍ ଲକ୍ ଜେନ୍ତାରି, ପାପି ଲକ୍ ମିସା ସେନ୍ତାରି; ଆରି, ପର୍ମାନ୍ କର୍ବା ଲକ୍ ଜେନ୍ତାରି, ପର୍ମାନ୍ ନ କର୍ବା ଲକ୍ ମିସା ସେନ୍ତାରି ।
Publicidade