ଗିଆନି କାମ୍
1 ତମେ ପାନି ଉପ୍ରେ ନିଜର୍ କାଇବା କାଦି ପାକାଆ, କାଇକେବଇଲେ କେତେ ଦିନ୍ ଗାଲେସରି ସେଟା ପାଇସା। 2 ସାତ୍ ଲକ୍କେ ଚାଡିକରି ଆଟ୍ ଲକ୍କେ ବାଗ୍ କରା; କାଇକେବଇଲେ ପୁର୍ତିବି ଟାନେ କାଇ ବିପଦ୍ ଗଟ୍ସି, ସେ ବିସୟ୍ ତମେ ନାଜାନାସ୍।