2 ଆରେକ୍, ଜୁଣ୍ ଲକମଃନ୍ ମଃରିଆଚ୍ତି ସେମଃନ୍କାର୍ ବିତ୍ରେ ଅଃନେକ୍ ଲକ୍ ଜିବନ୍ ହାୟ୍ଁ ଉଟ୍ତି; କଃତେକ୍ ଅମର୍ ଜିବନ୍ ଆର୍ କଃତେକ୍ ଲାଜ୍ ହାଉଁକ୍ ଆର୍ କଃତେକ୍ ଜୁଗ୍ଜୁଗ୍ ଲାଜ୍ ହାଉଁକ୍ ଉଟ୍ତି। 3 ଆରେକ୍, ଜୁଣ୍ମଃନ୍ ଗିଆନି, ସେମଃନ୍ ଅଃଗାସାର୍ ଉଜାଳ୍ ହର୍ ଆର୍ ଜୁଣ୍ମଃନ୍ ଅଃନେକ୍ ଲକେ ଦଃର୍ମ ବାଟ୍ୟା ଆଣି ଆଚ୍ତି, ସେମଃନ୍ ତାରା ମଃନାର୍ ହର୍ ଅଃମର୍ ଜିବନ୍ ହଃତେକ୍ ଉଜାଳ୍ ଅୟି ଜଃଳ୍କ୍ତି ରେତି।
Publicidade
Publicidade