10 ଇତାର୍ହଃଚ ଇ ଲେକା ଉହ୍ରେ ରଃଜାର୍ ନାଉ ଆଚେ ବଃଲି ଜାଣ୍ଲାକେ ଦାନିୟେଲ୍ ନିଜାର୍ ଗଃରେ ଗଃଲା; ତାର୍ ରେତା ବଃକ୍ରାର୍ ଜଃର୍କା ଜିରୁସାଲମ୍ ବାଟ୍ ମେଲା ରିଲି; ଆରେକ୍, ସେ ଆଗେ ଜଃନ୍କଃରି ପାର୍ତନା କଃର୍ତି ରିଲା, ସେନ୍କଃରି ଗଟ୍ ଦିନେ ତିନି ତର୍ ମାଣ୍ଡିକୁଟା ଦଃୟି ପାର୍ତନା କଃଲା ଆର୍ ନିଜାର୍ ମାପୁରାର୍ ଚଃମେ ଦନ୍ୟବାଦ୍ କଃରି ପାର୍ତନା କଃଲା।
Publicidade
ଦାନିୟେଲ୍ 6
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.