24 ଇତାର୍ହଃଚ ରଃଜା ଆଦେସ୍ କଃଲା, ଲକମଃନ୍ ଦାନିୟେଲାର୍ ମିଚ୍ ବିରଦିମଃନ୍କେ ଆଣି, ସେ ମଃନ୍କାର୍ ହିଲା ଆର୍ ସେମଃନ୍କାର୍ ମାୟ୍ଜିମଃନ୍କେ ସିଂହଁମଃନ୍କାର୍ କାଲେ ହଃକାୟ୍ଲାୟ୍; ଆରେକ୍, ସେମଃନ୍ କାଲ୍ ତଃଳେ ଅଦ୍ରିନଃକେରତ୍ ସିଂହଁମଃନ୍ ସେମଃନ୍କେ ଚିଣି ତାକାର୍ ଆଡ୍ ସଃବୁ ଗୁଣ୍ଡ୍ କଃଲାୟି।
Publicidade