6 ଇତାର୍ଗିନେ ମୁଳିକାମଃନ୍ ଆର୍ ସାସନ୍କାରିମଃନ୍ ଗଟେକ୍ଅୟ୍ ରଃଜାର୍ ଚଃମେ ଇବାନ୍ୟା କୟିଲାୟ୍, ମଃହାରାଜ୍ ଦାରିୟାବସ୍ ଅଃମର୍ଜିବନ୍ ଅଃଉଅ। 7 ରାଇଜାର୍ ମୁଳିକାମଃନ୍, ରଃଜା ବାଚିରିଲାଲକ୍ ଆର୍ ସାସନ୍କାରିମଃନ୍, ମଃତ୍ରି ଆର୍ ଦେସାର୍ ମୁଳିକାମଃନ୍ ସଃବୁଲକ୍ ଗଟେକ୍ଅୟ୍ କୁଟ୍ କଃରି ରଃଜାର୍ ଆଦେସ୍ ତଃୟ୍ ହୁଣି ଗଟେକ୍ ଜାଣାଉଣି ଚିଟି ଲେକ୍ଲାୟ୍ ଆର୍ ବଃଡ୍ ନିସେଦ୍ ବିଦି ମାନୁକ୍ ବିଚାର୍ କଃଲାୟି, ଜଦି କେଏ ତିରିସ୍ ଦିନ୍ ହଃତେକ୍ ମଃହାରଃଜାକ୍ ଚାଡି କୁୟି ଦେବ୍ତା କି ମାନାୟ୍ର୍ ଚଃମେ ପାର୍ତାନା କଃର୍ତି, ସେମଃନ୍ ସିଂହମଃନାର୍ କାଲେ ହଃଳ୍ତି। 8 ଅଃବେ ଏ ମଃହାରଃଜା, ମାଦକିୟ ଆର୍ ପାରସିକ୍ମଃନ୍କାର୍ ନିୟମ୍ ହଃର୍କାରେ ଇ ଆଡର୍ ଜଃନ୍କଃରି ମାନୁକେ ବାୟ୍ଦ୍, ଇତାର୍ଗିନେ ବୁଜ୍ ଆର୍ ଇ ଲେକାୟ୍ ତର୍ ନାଉ ଦଃସ୍କତ୍ କଃର୍। 9 ଇତାର୍ଗିନେ ରଃଜା ଦାରିୟାବସ୍ ସେ ଲେକା ଆର୍ ଆଦେସ୍-ବିଦିଏ ତାର୍ ଦଃସ୍କତ୍ କଃଲା।
Publicidade