27 ଆରେକ୍, ସେ ସାସନ୍କାରି ଗଟେ ସପ୍ତା ହଃତେକ୍ ଗାଦେକ୍ ଲକ୍ମଃନାର୍ ସଃଙ୍ଗ୍ ଅଃଟୁଉଆ କଃରି ନିୟମ୍ କଃରେଦ୍ ଆର୍ ସପ୍ତାର୍ ଅଦାକାଳ୍ ହୁଜା ଆର୍ ହମ୍କଃରୁକେ ନଃଦେୟ୍; ଆରେକ୍, ଗିଣ୍ କାରି ଜିନିସ୍ ଆଣ୍ତା ଲକ୍ ଆସେଦ୍ ମନ୍ଦିରାର୍ ବେଦି ଉହ୍ରେ ତାହୁନ୍ ଅୟ୍ଦ୍ ; ଆରେକ୍, ଜଃଜନା ହୁର୍ନ୍ ଅଃଉତା ହଃତେକ୍ ନାସ୍ କାରିର୍ ଉହ୍ରେ ରିସା ଡାଳା ଅୟ୍ଦ୍।