5 ଆରି, ଦକିନ୍ ଦେସର୍ ମିସରର୍ ରାଜା ବପୁ ଅଇସି ମାତର୍ ତାର୍ ମୁକିଆ ମନର୍ ବିତ୍ରେ ଅନି ଗଟେକ୍ ଲକ୍ ବେସି ବପୁ ଅଇ ସାସନ୍ କର୍ସି; ତାର୍ ରାଇଜ୍ ବେସି ବଡ୍ ରାଇଜ୍ ଅଇସି । 6 ମାତର୍ କେତେ ବରସ୍ ଗାଲାପଚେ ସେ ଲକ୍ ମିସି ଜିବାଇ ଆରି ଦକିନ୍ ଦିଗର୍ ମିସର୍ ଦେସର୍ ରାଜାର୍ ଟକିର୍ ନିଅମ୍ କର୍ବାକେ ସିରିଆ ଦେସର୍ ରାଜାର୍ ଲଗେ ଆଇବାଇ; ମାତର୍ ଟକି ତାର୍ ନିଜ୍କେ ମିସା ରକିଆ କରି ନାପାରେ; କି ରାଜା ଆରି ତାର୍ ବପୁ ସବୁବେଲେ ନ ରଏ; ମାତର୍ ସେ ଟକି ଆରି ଜନ୍ ଲକ୍ ତାକେ ଆନ୍ଲେ ଆରି ଜେ ତାକେ ଜନମ୍ ଦେଲା, ଆରି ସେ ବେଲାଇ ଜେ ତାକେ ବପୁ ଦେଲା, ସର୍ତେ ଲକ୍ ସରପ୍ମାନ୍ ଅଇବାଇ ।
Publicidade