ବାଗ୍ ଗୁପାଇ ଦାନିଏଲ୍
1 ଦାରିଆବସର୍ ସର୍ତେ ରାଇଜ୍ ତେଇ ସଏ କଡେଟା କିତିପାଲ୍ ମନ୍କେ ବାଚ୍ଲାଇ । 2 ଆରି ସେ କିତିପାଲ୍ ମନ୍ ଜେନ୍ତାର୍ କି ଇସାବ୍ ଦେବାଇ ଆରି ରାଜାର୍ ଜେନ୍ତାର୍ କି କାଇଟା ମିସା ନସ୍ଟ ନ ଅଏ, ସେଟାର୍ ପାଇ ରାଜାର୍ ଲଗେ ରଇବାକେ ତିନ୍ଟା ମୁକିଆ ଲକ୍କେ ବାଚ୍ଲା; ସେ ତିନ୍ ଲକ୍ର୍ ବିତ୍ରେ ଅନି ଦାନିଏଲ୍ ମିସା ରଇଲା । 3 ଦାନିଏଲର୍ ମନ୍ ବିତ୍ରେ ମୁକିଅ ଆତ୍ମା ରଇଲାକେ ମନ୍ତ୍ରି ଆରି ମୁକିଆ ମନର୍ ବିତ୍ରେ ଏ ମୁକିଆ ଅଇ ରଇଲା; ଆରି, ରାଜା ତାକେ ସର୍ତେ ରାଇଜ୍ ଦେକ୍ବାକେ ବାଚ୍ଲା ।