24 9:24 ମାପ୍ରୁର୍ ଆଦେସ୍ ନ ମାନ୍ବାକେ ଆରି ପାପ୍ ଲଗେ ଅନି ବାଅଡ୍ବାକେ ଆରି ଅଦରମ୍ ବିଚାର୍ନା କର୍ବାକେ ; କେବେ ନ ସାର୍ବା ଜିବନ୍ ଆନ୍ବାକେ; ଆରି ଦର୍ସନ୍ ଆରି ବବିସତ୍ ବାକିଅ ଲେକି ସିଲ୍ ମାର୍ବାକେ ଆରି ସୁକଲ୍ ଟାକେ ଅବିସେକ୍ କର୍ବାକେ ତର୍ ଲକର୍ ଆରି ତର୍ ସୁକଲ୍ ନଅଁରର୍ ପାଇଁ ସତୁରି ସାତ୍ ଆଟ୍ ତମ୍କେ ଦିଆ ଅଇଲା ଆଚେ। 25 ଏଟାର୍ ତୁଇ ଜାଗ୍ରତ୍ ଅଇକରି ବୁଜ୍ ଜେ, ଜିରୁସାଲାମ୍କେ ଆରିତରେକ୍ ତିଆର୍ କର୍ବାକେ ଆଦେସ୍ ଜାନାଇବା ବେଲାଇଅନି ମୁକିଆ , ଅବିସେକ୍ କରିରଇବା ଲକର୍ ଲଗେଅନି ସାତ୍ ଆଟ୍ ଅଇସି, ଆରି ବିପଦର୍ ବେଲେ ଆକା ସେଟା ଚକ୍ ଆରି କାଲ୍ ସଙ୍ଗେ ସାଟେ ଦୁଇ ଆଟ୍ ଆରିତରେକ୍ ତିଆର୍ ଅଇସି। 26 ଆରି, ସାଟେ ଦୁଇ ଆଟ୍ ଗାଲାପଚେ ଅବିସେକ୍ ଅଇଲାଲକ୍ ନସ୍ଟ ଅଇସି ଆରି ସେଟା କାଇକାମ୍କେ ନ ଆସେ; ଆରି, ପର୍ତୁମର୍ ମୁକିଆ ଲକ୍ମନ୍ ନଅଁର୍ ଆରି ରିତିନିତିମନ୍ ନସ୍ଟ ଅଇସି ଆରି ପାନିପବନ୍ ଅଇ ସେଟା ସାରି ଜାଇସି, ଆରି ସାରାସାରି ଜାକ ଜୁଇଦ୍ ଅଇସି; ସବୁ ରକାମର୍ଟା ତିଆର୍ ଅଇ ଆଚେ । 27 ଆରି , ସେ ଆଟ୍ଦିନ୍ ଜାକ କାର୍କାର୍ ସଙ୍ଗେ ବେସି ନିଅମ୍ କର୍ସି ଆରି ଆଟ୍ଦିନର୍ ମଜାଇ ସାର୍ବା ଜଗିଅ ଆରି ନଇବେଦିଅ କୁରାଇସି; ଆରି ଗିନ୍କର୍ବା ସର୍ତେ ଜିନିସ୍ମନର୍ ଉପ୍ରେ ବିନାସ୍ କର୍ବାକେ ଗଟେକ୍ ଲକ୍ ଆଇସି; ଆରି, ସତ୍ ନିଅମ୍ କର୍ବା ଜାକ ନସ୍ଟ କର୍ବା ଲକର୍ ଉପ୍ରେ ବେସି ରିସା ଅଇ ରଇସି।
Publicidade