Publicidade

Eclesiastes 4

9 ଗଟେକ୍‌ଲକର୍‌ ତେଇଅନି ଦୁଇଲକ୍ ନିକ, କାଇକେବଇଲେ ସେମନ୍ ନିଜର୍ ନିଜର୍ କସ୍‌ଟ କଲା ପଲ୍, ପାଇବାଇ। 10 ସେମନର୍ ବିତ୍‌ରେ ଗଟେକ୍‌ ଲକ୍ ଅସୁବିଦା ଅଇଲେ ମିସା ଆରି ଗଟେକ୍ ଲକ୍ ସାଇଜ କର୍‌ସି; ମାତର୍ ଜେ ଗଟେକ୍ ଲକ୍‌ସେ ରଇସି ତାକେ କାଇ ଅସୁବିଦା ଅଇଲେ ମିସା ସାଇଜ କର୍‌ବାଲକ୍ କେ ନ ରଅତ୍, ସେ ଗଟେକ୍‌ କସ୍‌ଟ ପାଇବା ଲକ୍‌ । 11 ଆରି ଦୁଇ ଲକ୍ ମିସିକରି ସଇଲେ ତାତି ପୁଟାଇ ଦେଇସି; ମାତର୍ ଏକ୍‌ଲା ସଇଲେ ଗରମ୍ ଲାଗ୍‌ସିକି? 12 କେବେ ଜଦି କେ ଏକ୍‌ଲା ରଇବା ଲକ୍‌କେ ମାର୍‌ସି ବଇଲେ ଦୁଇଲକ୍ ଅଇକରି ତାକେ ମାର୍‌ବାକେ ଚେସ୍‌ଟା କର୍‌ବାଇ; ଆରି ତିନ୍‌ଟା ମିସାଇ ବଁଅଁଲା ଡର୍ ନ ଚିଡେ ।

Veja também

Publicidade
Eclesiastes
Ver todos os capítulos de Eclesiastes
Bíblia Online Bíblia Online

Bíblia Online • Versão: 2026-06-22_10-02-25-