11 ଆରି, ସେମନ୍ ସବୁବେଲର୍ ମାପ୍ରୁକେ ମଇଁମା ଆରି ଦନିଅବାଦ୍ ଦେଇ ଗଟେ ଲକ୍ ଆରି ଗଟେଲକର୍ତେଇ ଗାଇକରି କଇଲାଇ, ସେ ମଙ୍ଗଲ୍ମଇ,କାଇକେବଇଲେ ଇସ୍ରାଏଲ୍ମନ୍କେ ତାକର୍ ଦୟା ସବୁଦିନର୍ ପାଇଁ, ଆରି, ସବୁବେଲର୍ ମାପ୍ରୁର୍ ଗରର୍ କୁନାଦି ବସାଇବାକେ ସେମନ୍ ସବୁବେଲର୍ ମାପ୍ରୁର୍ ପର୍ସଙ୍ଗ୍ସା କର୍ବାବେଲେ ସବୁବାଟର୍ ଲକ୍ ଆଉଲି ଅଇ ଜେଜେ ମାର୍ଲାଇ ।