14 ତାର୍ପଚେ ମୁଇ ଦେକ୍ଲି ଆରି ଉଟି କୁଲିନ ଜାତିର୍ ଲକ୍କେ ଆରି ମୁକିଆମନ୍କେ ଆରି ଅଲ୍ଗା ଲକ୍ମନ୍କେ କଇଲି; ତମେ ସେମନର୍ ବିସଇରେ ଡରାନାଇ; ମାପ୍ରୁକେ ଏତାଆ, ସେ ଡାକ୍ପୁଟା ଆରି ଡରାନାଇ; ଆରି ତମେ ନିଜର୍ ନିଜର୍ ବାଇମନ୍, ଆରି ବଇନିମନ୍, ନିଜର୍ ନିଜର୍ ମାଇଁଜିମନ୍ ଆରି ଗରର୍ ପାଇ ଜୁଇଦ୍ କରା ।
Publicidade