Pular para o conteúdo
Publicidade

ନିଆମିଆଁ 8:1-3,8,18

ଏଜ୍‌ରାର୍ ନିଅମ୍ ପଡ୍‌ବାଟା

1 ଆରି, ସବୁଲକ୍ ଗଟେକ୍ ଅଇକରି ପାନିଦୁଆର୍ ନାଉଁର୍ ଡେଲାବାଟେ ରୁଣ୍ଡ୍‌ଲାଇ; ଆରି ସବୁବେଲର୍ ମାପ୍‌ରୁ ଇସ୍‌ରାଏଲର୍ ଲକ୍‌ମନ୍‌କେ ମସା ଜନ୍ ପୁସ୍‌ତକ୍ ଆନ୍‌ବାକେ ଆଦେସ୍ ଦେଇ ରଇଲା, ସେଟା ଆନ୍‌ବାକେ ସେମନ୍ ଏଜ୍‌ରା ସିକିତ୍‌ ଲକ୍‌କେ କଇଲା । 2 ତେଇ ସାତ୍‌ ମାସର୍ ପର୍‌ତୁମ୍‌ ଦିନେ ଏଜ୍‌ରାର୍ ମୁକିଅ ଜାଜକ୍ ମୁନୁସ୍‌ମନ୍ ଆରି ମାଇଜି ସବୁ ଜେତେକ୍‌ଲକ୍ ସୁନିକରି ବୁଜି ପାର୍‌ବାଇ, ସେଟା ସର୍‌ତେ ସବୁର୍ ମୁଆଟେ ସେ ବେବସ୍‌ତା ବଇ ଆନ୍‌ଲାଇ । 3 ସେଟାର୍‌ପାଇଁ ସେ ପାନିଦୁଆର୍ ନାଉଁର୍ ମୁଆଟର୍ ଡେଲାବାଟେ ମାଇଜି ମୁନୁସ୍‌ମନ୍ ଜେତେକ୍ ଲକ୍ ସୁନିକରି ବୁଜି ପାର୍‌ବାଇ ସେ ସବୁଲକର୍ ମୁଆଟେ ସାକାଲେ ଅନି ମୁଇଦାନ୍‌ ଜାକ ସେ ବଇକେ ପଡ୍‌ଲା; ଆରି, ସେ ସବୁ ଲକ୍‌ମନ୍ ସୁନ୍ ପାରା ସେ ପୁସ୍‌ତକ୍ ପଡ୍‌ଲା ।

8 ଆରି ସେମନ୍ ନିମାନ୍ ସଙ୍ଗେ ପର୍‌ମେସରର୍ ନିଅମ୍ ପୁସ୍‌ତକ୍‌ ପଡ୍‌ଲାଇ ଆରି ସେମନ୍ ସିତିର୍ ଅରତ୍ ବୁଜାଇ ଦେଲାଇ, ତେବର୍‌ପାଇ ଲକ୍‌ମନ୍ ସିତିର୍ ଅରତ୍ ବୁଜି ପାର୍‌ଲାଇ।

18 ଆରି , ସେ ପର୍‌ତୁମ୍ ଦିନେ ଅନି ସାରାସାରି ଦିନ୍‌ଜାକ ସବୁ ଦିନ୍‌ ପର୍‌ମେସରର୍ ନିଅମ୍ ପୁସ୍‌ତକ୍ ତେଇ ଅନି ପଡ୍‌ଲା। ଆରି ଲକ୍‌ମନ୍‌ ସାତ୍‌ଦିନ୍‌ ଜାକ ପରବ୍‌ ପାଲ୍‌ଲାଇ; ଆରି, ରିତିନିତି ଇସାବେ ଆଟ୍‌ ଦିନ ଜାକ ବଡ୍‌ସବା ଅଇଲା।

Estes versículos te tocaram? Ore agora!

+581 estão orando agora.

Junte-se à corrente de oração.