8 ଆରି ସେମନ୍ ନିମାନ୍ ସଙ୍ଗେ ପର୍ମେସରର୍ ନିଅମ୍ ପୁସ୍ତକ୍ ପଡ୍ଲାଇ ଆରି ସେମନ୍ ସିତିର୍ ଅରତ୍ ବୁଜାଇ ଦେଲାଇ, ତେବର୍ପାଇ ଲକ୍ମନ୍ ସିତିର୍ ଅରତ୍ ବୁଜି ପାର୍ଲାଇ।
10 ଆରି ନିଇମିଆ ସେମନ୍କେ କଇଲା, ନିଜର୍ ନିଜର୍ ବାଟେ ଜାଆ, ନିକ ଜିନିସ୍ କାଆ, ଆରି ସୁଆଦ୍ ଜିନିସ୍ କାଆ, ଆରି, ଜାର୍ପାଇ କାଇଟାମିସା ରାନ୍ଦା ଅଏ ନାଇ, ତାର୍ପାଇ କଣ୍ଡେକ୍ ପାଟାଆ; କାଇକେବଇଲେ ଆଜିର୍ ଦିନ୍ ଆମର୍ ମାପ୍ରୁର୍ ନାଉଁରେ ସୁକଲ୍ ଦିନ୍, ତମେ ଦୁକ୍ ଉଆନାଇ; ଜେନ୍ତାରି କି ସବୁବେଲର୍ ମାପ୍ରୁର୍ ବିସଇ ସାର୍ଦା ଆରି ବପୁ ଅଇସି ।