6 ଏମଃନ୍କାର୍ ବିତ୍ରେ ଜିହୁଦା ବଃଉଁସାର୍, ଦାନିୟେଲ୍, ହନାନିୟ, ମିସାୟେଲ୍ ଆର୍ ଅସରିୟ ରିଲାୟ୍। 7 ଆରେକ୍, ସେ ବେଜୁମଃନ୍କାର୍ ମୁଳିକା ସେ ମଃନ୍କାର୍ ନାଉ ଦିଲା; ସେ ଦାନିୟେଲ୍କେ ବେଲଟସ୍ଚର୍, ହନାନିୟକେ ସଦ୍ରକ୍, ମିସାୟେଲ୍କେ ମେସକ୍ ଆର୍ ଅସରିୟକ୍ ଅବେଦ୍ନଗ ବାବିଲନିୟ ଦେସାର୍ ନାଉ ଦିଲା।