25 ରଃଜା କୟ୍ଲା, "ଦଃକା" ମୁୟ୍ ଜୟ୍ ବିତ୍ରେ ବୁଲ୍ତାର୍ ଚାରି ମୁକ୍ତ୍ ଲକେ ଦଃକୁଲେ ଆର୍ ସେମଃନ୍କାର୍ କାୟିରିହେଁ ନଃସ୍ଟ୍ ଅୟ୍ନଃକେରେ; ଆରେକ୍, ସେ ତିନି ଲକେ ଚାଡି ଏକ୍ଲାର୍ ମୁର୍ତି ଇସ୍ୱରାର୍ ହୟିସି ହର୍ ଡିସୁଲା।