6 ସେ ସଃମୟେ ରୁହାର୍ ମାଳି କଃଣ୍ଡ୍ କଃଣ୍ଡ୍ ଅୟିଦ୍, ସନାର୍ କପା ବାଙ୍ଗି ଜାୟିଦ୍, ମାଟିର୍ କପା ହାଣିଜାତା ଚଃମେ ଗୁଣ୍ଡ୍ ଅୟିଦ୍ ଆର୍ କୁୟାଁର୍ ଚକ୍ ବାଙ୍ଗିଜାୟିଦ୍; 7 ଆରେକ୍, ଦୁଳି ଆଗାର୍ ହର୍ ମାଟିୟେ ମିସି ଜାୟିଦ୍, ଆର୍ ଆତ୍ମା ମାପୁରାର୍ ଟାଣେ ବାଉଳି ଜାୟିଦ୍।
Publicidade
Publicidade