18 ଜାଣା, କାତାର୍ ଆର୍ ହିଉତାର୍, ମାପୁର୍ ମାନାୟ୍କେ ଦିଲା ଜିବନ୍ କାଳ୍ ବିତ୍ରେ, ସେ ବେଳ୍ ତଃଳେ ଜୁଣ୍ ଜୁଣ୍ କଃସ୍ଟ୍କାମ୍ କଃରେଦ୍, ସେ ସଃବୁ କଃସ୍ଟାର୍ ସୁକ୍ବଗ୍ କଃରେଦ୍, ଇରି ହଃକା ତାର୍ ଗିନେ ବଃଲ୍ ଆର୍ ସୁନ୍ଦୁର୍ ବଃଲି ମୁୟ୍ଁ ଜାଣିଆଚି; କାୟତାକ୍ବଃଲେକ୍ ଇରି ହଃକା ତାର୍ ବାଗ୍।
Publicidade
Publicidade