12 ମଃତର୍ ଜୁୟି ଜାଜକ୍, ବଃଉଁସାର୍ ଅଃନେକ୍ ବୁଡାଲକ୍ମଃନ୍ ହଃର୍ତୁ ଗଃର୍, ସେମଃନାର୍ ଆକାୟ୍ ଦଃକିରିଲାୟ୍ ଇ ଗଃରାର୍ ଜିମି ବଃସାଉତାବଃଳ୍ ଦଃକି ସେମଃନାର୍ ବିତ୍ରେ ଅଃନେକ୍ ଲକ୍ ବେସି ସଃବଦ୍କଃରି କାନ୍ଦ୍ଲାୟ୍ ଆର୍ ଅଃନେକ୍ ଲକ୍ ସଃର୍ଦାୟ୍ ବେସି ସଃବଦେ ଗିତ୍ କଃୟ୍ଲାୟ୍।