9 ବଃଲେକ୍, ସେ ହଃର୍ତୁ ମାସାର୍ ହଃର୍ତୁ ଦିନ୍ ବାବିଲ୍ ତଃୟି ହୁଣି ଜଃଉଁକେ ବାରୟ୍ଲା ଆର୍ ତାକେ ଇସ୍ୱର୍ ଚେତ୍ଲାକେ ସେ ହାଞ୍ଚ୍ ମାସ୍ ହୁର୍ଲାକେ ମାସାର୍ ହଃର୍ତୁ ଦିନେ ଜିରୁସାଲମେ ହଚ୍ଲା। 10 ସେତାକ୍ ଏଜ୍ରା ଇସ୍ୱରାର୍ ବିଦି ହଡ଼ି ମାନୁକେ ଆର୍ ଇସ୍ରାଏଲ୍ ତଃୟ୍ ବିଦି ଆର୍ ସାସନ୍ ସିକାଉଁକେ ନିଜାର୍ ମଃନେ ହାଚ୍ଲା।