ଉପାସ୍ ଆର୍ ପାର୍ତନା
21 ଇତାର୍ହଃଚ ଅଃମିମଃନାର୍ ଗିନେ ଆର୍ ଅଃମିମଃନାର୍ ହିଲାମଃନ୍ ଆର୍ ସଃର୍ନେ ସଃମ୍ପତି ହାଁୟ୍ ଗଟେକ୍ ସିଦା ଉପାସ୍କଃରି ନିର୍ମୁଳ୍ମଃନେ ପାର୍ତ୍ନା କଃରୁକେ ଅଃମିମଃନାର୍ ଇସ୍ୱରାର୍ ଚଃମେ ମଃନ୍ ସଃହ୍ରି ଦେଉଁକେ ମୁଁୟ୍ ଅହବା ଗାଡ୍ ଚଃମେ ଉପାସ୍ କଃରୁକେ ଆଦେସ୍ ଦିଲେ।