ଏଜ୍ରା ବିଦି ହଳି ସୁଣାୟ୍ଲା
1 ତଃବେ ସଃର୍ନେ ଲକ୍ ହାଣିଦୁଆର୍ ଲଃଗେ ଏକ୍ ମଃନେ ଗଟେତଃୟ୍ ରୁଣ୍ଡ୍ଲାୟ୍; ଆରେକ୍, ଇସ୍ୱର୍ ଇସ୍ରାଏଲ୍କେ ମସାର୍ ଜୁୟି ବିଦି-ପୁସ୍ତକ୍ ଦଃୟ୍ରିଲା, ସେରି ଆଣୁକେ ସେମଃନ୍ ଏଜ୍ରା ଗୁରୁକେ କୟ୍ଲାୟ୍। 2 ତଃବେ ସାତ୍ ମାସାର୍ ହଃର୍ତୁ ଦିନ୍, ଏଜ୍ରା ଜାଜକ୍ ଟକି ଅଃଣ୍ଡ୍ରା ଜଃତେକ୍ ଲକ୍ ସୁଣି ବୁଜୁକ୍ ହାର୍ତି, ସେ ସଃର୍ନେ ଲକାର୍ ଲଃଗେ ସେ ବିଦିର୍-ପୁସ୍ତକ୍ ଆଣ୍ଲା। 3 ତଃବେ ସେ ହାଣିଦୁଆର୍ ନାଉଁଆର୍ ରଃସ୍ତାର୍ ଜେକ୍ସେନେ ଅଃଣ୍ଡ୍ରା ଆର୍ ଟକି ଜଃତେକ୍ ଲକ୍ ବୁଜୁ ହାର୍ତି, ସେ ସଃବୁଲକାର୍ ଆଗେ ସଃକାଳ୍ ହୁଣି ମୁଣ୍ଡେବେଳା ହଃତେକ୍ ସେ ବିଦିପୁସ୍ତକେ ହଳି ସୁଣାୟ୍ଲା; ଆରେକ୍, ସଃର୍ନେ ଲକ୍ ସେରି କାନ୍ହାତି ସୁଣ୍ଲାୟ୍। 8 ଆରେକ୍, ସେମଃନ୍ ବୁଜ୍ଲାହର୍ ଇସ୍ୱରାର୍ ବିଦିର-ପୁସ୍ତକାର୍ ହଳ୍ଲାୟ୍ ଆର୍ ସେମଃନ୍ ସେତିର୍ ଅଃର୍ତ୍ ବୁଜାୟ୍ ଦିଲାୟ୍, ତଃବେ ଲଃକ୍ମଃନ୍ ସେରି ବୁଜୁକେ ହାର୍ଲାୟ୍।
18 ଆରେକ୍, ଏଜ୍ରା ହଃର୍ତୁ ଦିନ୍ ହୁଣି ସଃରାସଃରି ଦିନ୍ ହଃତେକ୍ ହଃତି ଦିନ୍ ଇସ୍ୱରାର୍ ବିଦି ପୁସ୍ତକ୍ ହଳ୍ଲା। ଆରେକ୍, ଲଃକ୍ମଃନ୍ ସାତ୍ ଦିନ୍ ହଃତେକ୍ ହଃର୍ବ୍ ମାନ୍ଲାୟ୍; ଆରେକ୍, ବିଦି ହଃର୍କାରେ ଆଟ୍ଦିନ୍ ବଃଳ୍ ବଃଡ୍ ବେରାଣ୍ ଅୟ୍ଲି।