10 ଆରେକ୍, ନିହିମିୟା ସେମଃନ୍କେ କୟ୍ଲା, "ନିଜାର୍ ନିଜାର୍ ଗଃରେ ଜଃହା, ନିକକାଦି କାହା ଆର୍ ସୁଆଦ୍ ରଃସ୍ ସୁରା ଆର୍ ଜାର୍ ହାଁୟ୍ କିଚି ତିଆର୍ ନଃୟ୍, ତାର୍ ହାକ୍ କିଚି ହଃଟାଉଆ; କାୟିତାକ୍ ବଃଲେକ୍ ଆଜିର୍ ଦିନ୍ ଅଃଉଁଲି ଅଃମାର୍ ମାପୁରାର୍ ହାଁୟ୍ ପବିତ୍ର, ତୁମିମଃନ୍ ଦୁକ୍ କଃରାନାୟ୍; ବଃଲେକ୍ ମାପୁରାର୍ ଆସ୍ର ତୁମିମଃନାର୍ ବଃଳ୍ ଅୟ୍ଦ୍।"
Publicidade
Publicidade