6 ଏ ମନର୍ ବିତ୍ରେ ଅନି ରଇଲାଇ ଜିଉଦା ବଁସର୍ ଦାନିଏଲ୍, ଅନାନିଅ, ମିସାଏଲ୍ ଆରି ଅସରିଅ ରଇଲାଇ । 7 ଆରି, ବେଜୁ ମନର୍ ମୁକିଆ ସେମନ୍କେ ନାଅ ଦେଇ ରଇଲା; ଦାନିଏଲ୍କେ ବେଲ୍ଟସ୍ଚର୍, ଅନାନିଅକେ ସଦ୍ରକ୍, ମିସାଏଲ୍କେ ମଇସକ୍ ଆରି ଅସରିଅକେ ଅବେଦ୍ନଗ ନାଅ ଦେଲା ।