2 ସବୁର୍ ତେଇଅନି ଉପ୍ରର୍ ପର୍ମେସର୍ ମର୍ ଲଗେ ଜନ୍ଜନ୍ ଚିନ୍ ଆରି କାବା ଅଇଜିବା କାମ୍ କଲାଆଚେ, ସେଟା ମୁଇ ପର୍ଚାର୍ କର୍ବାକେ ମର୍ ମନ୍ ଅଇଲା। 3 ତାର୍ ଚିନ୍ ସର୍ତେ କେନ୍ତାର୍ ମଅତ୍ ଆରି କାବା ଅଇବା କାମ୍ କେନ୍ତାର୍ ଚାରିବେଟ୍ତି ଡାବିଗାଲା ; ତାର୍ ରାଇଜ୍ ସାରାସାରି ଜାକ ରାଇଜ୍ ଆରି ତାର୍ ସାସନ୍ ପିଡିକେ ପିଡି ଲକ୍ମନର୍ ଉପ୍ରେ ଅ ।
Publicidade