1 ତାର୍ପଚେ ଆକାସିଆ ପାଟା ସଙ୍ଗେ ପାଞ୍ଚ୍ ଆତ୍ ଲମ୍, ପାଞ୍ଚ୍ ଆତ୍ ଅସାର୍ ଆରି ତିନ୍ ଆତ୍ ଉଚାର୍ ଚାର୍ କନିଆର୍ ଗଟେକ୍ ଅମ୍ ବେଦି ତିଆର୍ କଲାଇ 2 ଆରି ତେଇର୍ ଚାରି କନେ ଚାର୍ଟା ସିଙ୍ଗ୍ ପାରା ତିଆର୍ କରି ପିତଲ୍ ଡସାଇଲାଇ, ସେଟା ତେଇର୍ ବାଗ୍ ଅଇଲା । 3 ଆରି ସେ ବେଦିର୍ ସର୍ତେ ଜିନିସ୍, ଚାର୍ ରୁଣ୍ଡାଇଲା ଚଟୁ, ଅମ୍ଚୁଲି, କୁଣ୍ଡି, ତିର୍ସୁଲ୍, ଅର୍କି, ଏଟା ପିତଲ୍ଟା ସଙ୍ଗେ ତିଆର୍ କଲାଇ । 4 ଏ ବେଦିର୍ ବୁଡେଅନି ମଜା ମଜି ଜାକ ପିତଲର୍ ଜାଲି ତିଆର୍ କରା । 5 ଆରି କନା ପୁରାଇ ବଇବାକେ ପିତଲର୍ କଡୁ ଚାରି କନେ ଚାର୍ଟା ତିଆର୍ କଲାଇ । 6 ଆରି ଆକାସିଆ ଗଚ୍କେ କନା ତିଆର୍ କରି ପିତଲ୍ ଡସାଇଲାଇ । 7 ବେଦି ବସାଇବାକେ ତେଇର୍ ପାଲିବାଟେ କଡୁତେଇ କନା ପୁରାଇଲାଇ ପାଟା ସଙ୍ଗେ ଉସ୍ଆସ୍ କରିବେଦି ତିଆର୍ କଲାଇ ।
8 ଜନ୍ ମାଇଜିମନ୍ ମାପ୍ରୁ ଗରେ କାମ୍ କର୍ବାକେ ରଇଲାଇ, ସେ କାମ୍ କର୍ବା ମାଇଜିମନ୍ ପିତଲର୍ ଦର୍ପନ୍ ଲାଗାଇ ଦଇବା କୁଣ୍ଡି ତିଆର୍ କଲାଇ ଆରି ବାଉନି ତିଆର୍ କଲାଇ ।
9 ତାର୍ପଚେ ସେମନ୍ ପାଚୁରି ତିଆର୍ କଲାଇ, ପାଚୁରି ଦକିନ୍ ଦିଗେ ଅନି ସୁକଲ୍ ଦବ୍ଲା ସୁତା ସଙ୍ଗେ ସଏ ଆତର୍ ପର୍ଦା ତିଆର୍ କଲାଇ । 10 ଆରି ତେଇର୍ କଡେଟା କୁଟ୍ ଆରି କଡେଟା ପିତଲର୍ କୁଟି ଆରି ସେ କୁଟର୍ ଆକୁଡା ଆରି ଡାଙ୍ଗ୍ ରୁପାର୍ଟା ରଇଲା । 11 ଉତର୍ ଦିଗର୍ ପର୍ଦା ସଏଆତ୍ ଆରି ତେଇର୍ ପାଇ କଡେଟା କୁଟ୍, କଡେଟା କଡୁ ପିତଲର୍ ଆରି କୁଟର୍ ଆକୁଡା ଆରି ଡାଙ୍ଗ୍ ରୁପାର୍ଟା ରଇଲା । 12 ପସ୍ଚିମ୍ ତାଡର୍ ପର୍ଦା ପଚାସ୍ ଆତ୍ ରଇଲା, ଆରି ତାର୍ ଦସ୍ଟା କୁଟ୍, ଦସ୍ଟା କାଣା, ଆରି କୁଟର୍ ଆକୁଡା ଆରି ବାନ୍ଦ୍ବାଟା ରୁପାର୍ଟା ରଇଲା । 13 ପୁରୁବ୍ ଦିଗର୍ ପୁରୁବ୍ ତାଡେ ପଚାସ୍ ଆତ୍ ରଇଲା । 14 ଦୁଆରର୍ ଗଟେକ୍ ତାଡର୍ ପାଇ ପନ୍ଦର୍ ଆତର୍ ପର୍ଦା ଆରିତିନ୍ଟା କୁଟ୍ ଆରି ତିନ୍ଟା କାଣା ରଇଲା । 15 ଏନ୍ତାର୍ ବିନ୍ ତାଡେ ମିସା ରଇଲା, ପାଚୁରିର୍ ବାଟ୍ ଲଗେ ଏ ତାଡେ ଆରି ସେ ତାଡେ ପନ୍ଦ୍ର ଆତର୍ ଲାକାର୍ ପର୍ଦା ରଇଲା, ଆରି ତିନ୍ଟା କୁଟ୍ ଆରି ତିନ୍ଟା କାଣା ରଇଲା । 16 ପାଚୁରିର୍ ଚାରିବେଟ୍ତିର୍ ପର୍ଦା ସୁକଲ୍ ଦବ୍ଲା ସୁତା ସଙ୍ଗେ ତିଆର୍ ଅଇ ରଇଲା । 17 ଆରି କୁଟର୍ କୁଟିମନ୍ ପିତଲ୍ଟା ରଇଲା, ଆକୁଡା ଆରି ବାନ୍ଦ୍ବାଟା ରୁପାର୍ଟା, ଏଟା ପାଚୁରି ସଙ୍ଗେ ମିସି କରି ରଇଲାଇ । 18 ପାଚୁରି ପୁର୍ବା ବାଟର୍ ଡାବ୍ବା ପଚିଆ, ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍, ସିନ୍ଦୁର୍ ରଙ୍ଗ୍ ଆରି ସୁକଲ୍ ଦବ୍ଲା ସୁତାର୍ ପାଚୁରିର୍ ପର୍ଦା କଡେଆତ୍ ଲମ୍, ପାଞ୍ଚ୍ ଆତ୍ ଅସାର୍ ଆରି ପାଞ୍ଚ୍ଆତ୍ ଉଚା ରଇଲା । 19 ତେଇର୍ ଚାର୍ଟା ପିତଲର୍ କୁଟି ଚାର୍ଟା ପିତଲର୍ କୁର୍ଚି, ଚାର୍ଟା ପିତଲ୍ କାଣା ଆରି ଚାର୍ଟା ଆକୁଡା ଆରି ଡାଙ୍ଗ୍ ରୁପାର୍ଟା ରଇଲା । 20 ଆରି ସମାଗମ୍ ତୁମ୍ ଚାରିବେଟ୍ତିର୍ କୁଟି ପିତଲ୍ଟା ରଇଲା ।
21 ଲେବି ଲକ୍ମନର୍ କାମ୍ କର୍ବାକେ ଆରଣ ଜାଜକର୍ ପିଲା ଇତାମର୍ ମସାର୍ ଆଦେସ୍ ଇସାବେ ସମାଗମ୍ ତମୁତେଇ ସାକି ପାରା ରଇଲା ଜିନିସ୍ ଏଜ୍ଲାଇ । 22 ସବୁବେଲର୍ ମାପ୍ରୁ ମସାକେ ଜନ୍ ଆଦେସ୍ ଦେଇ ରଇଲା, ସେ ଇସାବେ ଜିଉଦା ବଁସେ ଜନମ୍ ଅଇଲା ଉରର୍ ନାତି ଉରିର୍ ପିଲା ବସ୍ଚଲେଲ୍ ସର୍ତେ ଜାକ ତିଆର୍ କରି ରଇଲା । 23 ଆରି ନିଲିଆ, ବାଇଗନ୍ ରଙ୍ଗ ସିନ୍ଦୁର୍ ରଙ୍ଗ୍, ସୁକଲ୍ ଦବ୍ଲା, ଆରି ଗଦ୍ବା ଲକ୍, ପୁତ୍ଲା, ଆରି ତୁମ୍ କାମ୍ କର୍ବାକେ ଦାନ୍ ବଁସେ ଜନମ୍ ଅଇ ରଇଲା ଆଇସାମାକ୍ ଆରି ଅଅଲିଆବ୍ ତାର୍ ସାଇଜ କରି ରଇଲାଇ । 24 ସୁକଲ୍ ଜାଗାଇ ସର୍ତେ କାମ୍ କର୍ବାକେ ତେଇର୍ ଜିନିସ୍ ଲଗେ ସୁନା ଲାଗି ରଇଲା ଆରି, ନଇବେଦିଅ ସବୁ ସୁନା ସୁକଲ୍ ଜାଗାର୍ ସେକଲ୍ ଅନୁସାରେ କଡେନଅଟା ତାଲନ୍ତ ସାତ୍ ସଅ ତିରିସ୍ ସେକଲ୍ ରଇଲା । 25 ଆରି ମଣ୍ଡ୍ଲିର୍ ଏଜି ରଇଲା ଲକ୍ର୍ ରୁପା ଚାନ୍ଦା, ସୁକଲ୍ ଜାଗାର୍ ସେକଲ୍ ଇସାବେ ସଏମାନ୍, ଏକ୍ଅଜାର୍ ସାତ୍ସଅ ସତୁରିପାଚ୍ ସେକଲ୍ ରଇଲା । 26 ସବୁ ଏଜ୍ବା ଲକର୍ ପାଇ ଆରି ଜନ୍ ବଁସ୍ ଲକ୍ମନ୍ କଡେ ବରସ୍ ତେଇ ଅନି ଅଦିକ୍ ରଇଲାଇ, ଚଅ ଲକିଅ ତିନ୍ ଅଜାର୍ ପାଞ୍ଚ୍ ସଅ ପଚାସ୍ ରଇଲାଇ ବିତ୍ରେ ,ଏତ୍କି ଲକ୍ ସୁକଲ୍ ଜାଗାଇ ସେକଲ୍ ଇସାବେ ଅଦାଅଦା ସେକଲ୍ ଦେଇ ରଇଲାଇ । 27 ଆରି ସଏ ମାନ୍ ରୁପାକେ ସୁକଲ୍ ଜାଗାଇ ଅଚାଇବା ପଚିଆର୍ ପାଇ କାଣା ତିଆର୍ କଲାଇ, ସଏଟା କୁଟିର୍ ପାଇ ସଏ ମାନ୍ ରୁପା, ଗଟେକ୍ କୁଟିକେ ଗଟେମନ୍ ରୁପା । 28 ଆରି ଏକ୍ ଅଜାର୍ ସାତ୍ ସଅ ସତୁରି ପାଞ୍ଚ୍ ସେକଲ୍ ରୁପାକେ କୁଟର୍ ପାଇ ଆକୁଡା ତିଆର୍ କଲାଇ, ତାର୍ ମୁଣ୍ଡି ଆରି ବାନ୍ଦ୍ବାଟା ମିସା ତିଆର୍ କଲାଇ । 29 ଆରି ନଇବେଦିଅର୍ ସତୁରି ମାନ୍ ଦୁଇ ଅଜାର୍ ଚାରି ସଅ ସେକଲ୍ ରଇଲା । 30 ଏଟାର୍ ପାଇ ସମାଗମ୍ ତୁମ୍ କାଣା, ପିତଲର୍ ବେଦି, ପିତଲର୍ ସିକ୍ଲି ଆରି ବେଦିର୍ ସର୍ତେ ଜିନିସ୍ । 31 ଆରି ପାଚୁରି ଚାରିବେଟ୍ତିର୍ ସିକ୍ଲି ପାଚୁରି ମୁଆଟର୍ କୁଟି ଆରି ସମାଗମ୍ ତୁମ୍ ସର୍ତେ କୁଟ୍ ଆରି ପାଚୁରି ଚାରିବେଟ୍ତିର୍ କୁଟିସବୁ ତିଆର୍ କଲାଇ ।