8 ଜନ୍ ଲକ୍ ଏକ୍ଲାସେ ରଇସି ଆରି ତାର୍ ସାଙ୍ଗମନ୍ କେ ମିସାନାଇଁ; କି ତାକେ ପ କି ବାଇ ନାଇଁ; ଅଇଲେ ମିସା ତାର୍କାମ୍ ମୁଲ୍କେ ସାରେନାଇଁ, ଅଇଲେ ମିସା ତାକେ ଜେତେକ୍ ଦନ୍ ଅରଜ୍ଲେ ମିସା ସାନ୍ତି ନାଇଁ, ତେବେ ମୁଇଁ କାର୍ପାଇଁ ଏତେକ୍ କସ୍ଟ କଲିନି ଆରି ନିଜର୍ ଜିବନ୍କେ ବଁଚାଇ ଆଚି? ଏଟା ସବୁଜାକ ବେକାର୍ସେ; ଆରି ବେସି ଦୁକର୍ ବିସୟ୍ ।
Publicidade