Publicidade

Isaías 27

ଇସ୍‌ରାଏଲର୍ ଉଦାର୍

1 ସେ ଦିନେ ସବୁବେଲର୍ ମାପ୍‌ରୁ ନିଜର୍ ବପୁ ଆରି ମାର୍‌ବା ତିପ୍‌ତିପା କାଣ୍ଡା ଦାରିକରି ପାଲାଇବା ସାଁପ୍‌ ଲେବିଆତନ୍‌କେ ତାର୍ କଲାକାମର୍ ଡଣ୍ଡ୍ ଦେଇସି ; ଆରି,ସେ ଗାଡ୍ ବିତ୍‌ରେ ରଇବା ବଡ୍ ଜନ୍ତୁ ମନ୍‌କେ କୁରୁପ୍ ନାସ୍ କର୍‌ସି।

2 ସେ ଦିନେ ସବୁବେଲର୍ ମାପ୍‌ରୁ ତାର୍ ଗଟେକ୍ ସୁନ୍ଦର୍ ଅଙ୍ଗୁର୍‌ବାଡ୍ ବିସୟ୍‌ରେ ଗିତ୍ କଇସି।

3 ମୁଇଁ ସବୁବେଲର୍ ମାପ୍‌ରୁ ତାର୍‌ ଉପ୍‌ରେ ନଜର୍ କର୍‌ତେ ରଇବି ଆରି ଏଟାକେ ସବୁବେଲେ ଜତନ୍ କର୍‌ବି । ମୁଇଁ ଏଟାକେ ଦିନ୍‌ରାତି ଜାଗି କରି ରଇବି, ଜେନ୍‌ତି କି କେ ମିସା ଏଟାକେ ନସ୍‌ଟ ନ କରତ୍ ।

4 ମୁଇଁ କେବେ ମିସା ଅଙ୍ଗୁର୍ ବାଡ୍‌କେ ରିସା ଅଇ ନାଇଁ। ଜେବେ କାନ୍‌କଲି ଆରି କାଟା ଗଚ୍‌ମନ୍ ଜୁଇଦର୍ ପାଇଁ ଆମର୍ ଅଲ୍‌ଗା ଅଇତାଇ! ସେନ୍ତାର୍ ଆଲେ ମୁଇ ସେଟାକେ ମିସାଇ କରି ପଡାଇ ଦେବି ।

5 ମାତର୍ ମର୍‌ ଲକ୍‌ମନର୍ ସତ୍‌ରୁମନ୍ ମକେ ରକିଆ କର୍‌ବାକେ ମନ୍‌ କର୍‌ବାକେ ଇଚା କର୍‌ବାଇ, ସେନ୍ତାର୍ ଆଲେ ସେମନ୍ ମର୍‌ ସଙ୍ଗେ ସୁସ୍‌ତା ଅଇ ରଅତ୍ । ଉଁ , ସେମନ୍ ମର୍ ସଙ୍ଗେ ସାନ୍‌ତିରେ ରଅତ୍ ।

6 ଆଇବା ଦିନ୍‌ମନ୍‌କେ ଜାକୁବର୍ ବଁସ୍ ଇସ୍‌ରାଏଲର୍ ଲକ୍‌ମନ୍ ଗଚ୍‌ପାରା ମୁଲ୍ ଅଇବାଇ ଆରି ସେମନ୍ ପୁଲ୍ ପୁଟାଇବାଇ । ସେମନ୍ ପାଚାଇତେ ରଇବା ପଲ୍ ପୁର୍‌ତିବି ତେଇ ବର୍‌ତି ଅଇ ଜାଇସି ।

7 ତାର୍ ଜାଗୁଆଲ୍ ମନ୍‌କେ ସେ ଜନ୍‌ ରକାମ୍ ମାର୍‌ଲା ଆଚେ, ସେ ରକାମ୍ ସେ କାଇ ତାକେ ମାର୍‌ଲା ଆଚେ? ଆରି, ତାର୍‌ଲାଗି ମରି ରଇବା ଲକ୍‌ମନର୍ ପାରା ସେ କାଇ ମରି ଆଚେ କି?

8 ସବୁବେଲର୍ ମାପ୍‌ରୁ ତାକର୍ ଲକ୍‌ମନ୍‌କେ ଉଦାର୍ କର୍‌ବାକେ ବନ୍ଦି କରି ପାଟାଇଲା । ଆରି ସେମନ୍‌କେ ପୁରୁବ୍ ଦିଗେଅନି ଜବର୍‌ ପବନ୍ ଆସି ଉଡାଇ ଦାରି ଗାଲା ।

9 ମାତର୍ ଇସ୍‌ରାଏଲର୍ ପାପ୍‌କେ କେମା କରାଅଇସି ଜେଡେବେଲେକି ପାପର୍ ଜଗିଅବେଦି କଣ୍ଡା ପାକ୍‌ନା ପାରା ବିଲି ଜାଇସି, ଆରି ଆସେରାର୍‌ ମୁର୍‌ତି ଆରିନ ବେଲ୍ ଦେବ୍‌ତାର୍ ମୁର୍‌ତି ମନ୍ ଉଟି ନାପାରତ୍ ଚିନ୍‌ବିନ୍ ଅଇ ଜିବାଇ ।

10 ନଅଁର୍ କୁରୁପ୍‌ନାସ୍ ଅଇବାକେ ଗାଲାନି । ଏଟା ଗଟେକ୍ କାଇଟା ନ ରଇବା ବୁଇଁ ପାରା ଅଇସି। ଏଟା ସାନ୍ ବାଚି ମନର୍ ପାଇଁ ଚାର୍‌ବା ପଡିଆ ପାରା ଅଇଲା ଆଚେ ଜନ୍ ପଡିଆଇକି ସେମନ୍ ସୁସ୍‌ତା ସଙ୍ଗେ ବସିକରି ଚାରାଇବାଇ ।

11 ଗଚ୍‌ମନର୍ ଡାଲ୍ ସବୁଜାକ ସୁକି ଜାଇସି ଆରି ବାଙ୍ଗି ଜାଇସି, ଆରି ମାଇଜିମନ୍ ତେଇର୍ ସୁକ୍‌ଲା ଦାରୁକେ ଆନ୍‌ବାଇ । କାଇକେ ବଇଲେ ଲକ୍‌ମନ୍‌କେ କଣ୍ଡେକ୍‌ ମିସା ବୁଦି ନାଇ, ସେମନ୍‌କେ ଗଡି ରଇବା ମାପ୍‌ରୁ ମିସା ସେମନ୍‌କେ ଦୟା ନ କରେ କି ସେମନ୍‌କେ ଆସିର୍‌ବାଦ୍ ନ କରେ।

12 ସେ ଦିନେ ପରାତ୍ ଗାଡେ ଅନି ମିସରର୍ ସନ୍ଦି ଜାକ ସବୁବେଲର୍ ମାପ୍‌ରୁ ଇସ୍‌ରାଇଲର୍ ଲକ୍‌ମନ୍‌କେ ଗଟେକ୍ ଗଟେକ୍ ଲକ୍‌କେ କଜି ଟୁଲିଆଇସି, ଜେନ୍‌ତିକି ଗଉଁକେ ଚାଉଲ୍ ଲଗେ ଅନି ବାଚି କରି ବେଗ୍‌ଲାଇସି।

13 ସେ ଦିନ୍ ଆଇଲା ପଚେ ଅସୁରର୍‌ ବନ୍ଦି ରଇଲା ଲକ୍ ଆରି ମିସର୍ ଦେସେ ଅନି ବାଚି ରଇବା ଇସ୍‌ରାଏଲର୍ ଲକ୍‌ମନ୍‌କେ ଡାକ୍‌ବାକେ ଗଟେକ୍ ବଡ୍‌ ମଇରି ପୁକ୍‌ବାଇ । ସେମନ୍ ଜିରୁସାଲମେ , ତାର୍ ସୁକଲ୍ ପର୍‌ବତେ ମାପ୍‌ରୁର୍ ଉପାସନା କର୍‌ବାଇ ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-