1 ବାଲିବୁଇଁର୍ ସେଲା ସଅରେ ଅନି ମଆବର୍ ଲକ୍ମନ୍ ଜିରୁସାଲମେ ସାସନ୍ କର୍ତେ ରଇବା ଲକ୍କେ ଇନାମ୍ ଇସାବ୍ରେ ସିଅନ୍ ଲକ୍ମନର୍ ଡଙ୍ଗ୍ରେ ଗଟେକ୍ ମେଣ୍ଡା ପିଲା ପାଟାଆ। 2 କାଇକେବଇଲେ ମଆବର୍ ଟକିମନ୍ ଅର୍ନନ୍ ଗାଡ୍କଣ୍ଡି ଜାଗି ରଇବାଇ ଆରି ନିଜର୍ ବାସାଇ ଅନି ଉଡିଜାଇ ରଇବା ଚଡଇ ମନର୍ପାରା ବିନାବାଚା ବାସା ବାନ୍ଦ୍ବାଇ । 3 ଜଜ୍ନା କରା, ବିଚାର୍ନା କରା; ମୁଇଦାନିଆର୍ କାରାକେ ରାତିଆର୍ ଚାଇଁ ପାରା କରା, ବାରଇ ଗାଲା ଲକ୍ମନ୍କେ ଲୁଚାଆ, ବୁଲ୍ବା ଲକ୍ମନ୍କେ ଜାନାଆ ନାଇଁ । 4 ଆମର୍ ଡିସି ରଇବା ଲକ୍ମନ୍କେ ତମର୍ ସଙ୍ଗେ ରଇବାକେ ଦିଆ; କୁରୁପ୍ନାସ୍ ଲକ୍ମନର୍ ମୁଆଟେ ଅନି ତୁଇ ମଆବର୍ ଲୁଚ୍ବା ଜାଗା ଅ; କାଇକେ ବଇଲେ ଜନ୍ ଲକ୍ମନ୍ ଆମ୍କେ କସ୍ଟ ଦେଇତେ ରଇଲାଇ ସେମନ୍ ଆରି କସ୍ଟ ଦେଇ ନାପାରତ୍ , ସେଟା ତିର୍ ଅଇଲାନି, ବିରଦ୍ କର୍ବା ଲକ୍ମନ୍ ଦେସେଅନି ପାଲାଇଲାଇନି । 5 ଆରି, ଦୟାରେ ଗଟେକ୍ ରାଜ୍ଗାଦି ତିଆର୍ ଅଇସି ଆରି ଗଟେକ୍ ଲକ୍ ସତ୍ରେ ଦାଉଦର୍ ତମୁ ତେଇ ଆଇସି; ତାର୍ପଚେ ଦାଉଦର୍ ବଁସେ ଅନି ଗଟେକ୍ ଲକ୍ ରାଜା ଅଇସି, ଆରି ସେ ଲକ୍ମନ୍କେ ବିସ୍ବାସ୍ ସଙ୍ଗେ ଆରି ଲାଡ୍ମୁଆସେ ସଙ୍ଗ୍ ସାସନ୍ କର୍ସି । ସେ ଜନ୍ଟା ଟିକ୍ ସେଟା କର୍ବାକେ ମନ୍ କର୍ସି ଆରି ସେ ଦେକ୍ସିଜେ ଦରମ୍ କାମ୍ ସିଦ୍ କର୍ବାକେ ଦିଆ ଅଇଲା ଆଚେ । 6 ଜିଉଦା ଦେସର୍ ଲକ୍ମନ୍ କଇଲାଇନି, ଆମେ ସୁନି ଆଚୁଜେ ମଆବର୍ ଲକ୍ମନ୍ କେତେ ଗରବ୍ । "ଆମେ ଜାନି ଆଚୁଜେ ସେମନ୍ ଆଁକ୍ରିଆମନ୍ ଆରି ଗରବ୍ କରୁମନ୍, ସେମନର୍ ଗରବ୍ ସବୁ ସାରି ଗାଲାଆଚେ ।" 7 ମଆବର୍ ଲକ୍ମନ୍ ସେନର୍ ସବୁଲକ୍ ସେମନର୍ କାକୁର୍ତିର୍ ଅଇବାର୍ ଲାଗି କାନ୍ଦ୍ବାଇ। ଜେଡେବେଲେକି ସେମନ୍ କିରଏରସତ୍ ସଅରେ ନିମାନ୍ କାଦି କାଇତେ ରଇଲାଇ, ଏବେ ସେଟାକେ ମନେ ଏତାଇବାଇ। ସେଡ୍କିବେଲେ ସେମନ୍ ମନ୍ ଉନା କରି ଆର୍ତରେକ୍ ବାଉଡି ଆଇବାଇ । 8 ଇସେବାନ୍ ଲଗର୍ ତାସ୍ ଜମି ଆରି ସିବମାର୍ ଅଙ୍ଗୁର୍ ବାଡ୍ ନସ୍ଟ ଅଇଗାଲାନି; ସେ ଅଙ୍ଗୁର୍ ବାଡ୍ ଜାର୍ଟା ରଇଲା ସେ ଅଙ୍ଗୁର୍ ରସ୍ ସେ ଜାତିର୍ ଲକ୍ମନର୍ ସାସନ୍ କାରିଆ ମନ୍କେ କାଇବାକେ ଦେଇତେ ରଇଲା । ଗଟେକ୍ ସମଏଁ ଆଇଲା ଅଙ୍ଗୁର୍ ମାଲ୍ ଜାଜର୍ ସଅର୍ ଜାକ ଆରି ପଚିମ୍ ଦିଗର୍ ମରନ୍ ସମ୍ଦୁରର୍ ସେ କଣ୍ଡି ଜାକ ଲାମିଗାଲା । 9 ଏବେ ମୁଇଁ ଜାସେରର୍ ପାରା କାନ୍ଦ୍ତେ ରଇଲାବେଲେ ସିବମାର୍ ଅଙ୍ଗୁର୍ ମାଲର୍ ପାଇଁ କାନ୍ଦ୍ଲାଇନି । ଇସେବାନ୍ ଆରି ଇଲିଆଲି ପାଇଁ ମର୍ ଆକିର୍ ଆଁସୁପାନି ଜରି ଗାଲାନି , କାଇକେ ବଇଲେ ଲକ୍ମନ୍କେ କିଆପିଆ କରାଇ ସାର୍ଦା କରାଇବାକେ ମର୍ ଲଗେ କାଦିକଣ୍ଡା ନାଇଁ । 10 ଉଲ୍ଉଲା ଜମିକେ ଏବେ କେ ମିସା ସାର୍ଦା ନାଇ। ଅଙ୍ଗୁର୍ ବାଡେ କେ ମିସା ଆଉଲି ନ ଅଅତ୍ କି ଗିତ୍ ନ ଗାଅତ୍, ଅଙ୍ଗୁର୍ ରସ୍ ତିଆର୍ କର୍ବାକେ କେ ମିସା ଅଙ୍ଗୁର୍କେ ଚକ୍ଟି କରି ଅଙ୍ଗୁର୍ କୁଣ୍ଡ୍ ତେଇ ଅଙ୍ଗୁର୍ ରସ୍ ନ ବାର୍କରାଅତ୍; ସାର୍ଦା ସଙ୍ଗ୍ ଆଉଲି ଅଇବାଟା ସାରି ଜାଇ ଆଚେ । 11 ଏଟାର୍ ପାଇଁ ମୁଇ ମଆବର୍ ପାଇଁ ଦୁକ୍ କଲିନି, ଡୁଡୁଙ୍ଗା ଜେନ୍ତାରି ବାଜ୍ସି ସେନ୍ତାରି କିରଅରସତ୍ ଦୁକର୍ ପାଇଁ କାନ୍ଦି ପାକାଇଲିନି । 12 ମଆବର୍ ଦେସର୍ ଲକ୍ମନ୍ ସେମନର୍ ଡଙ୍ଗ୍ରର୍ ମନ୍ଦିରେ କେଟ୍ବା ବେଲେ ଆରି ସେମନର୍ ମନ୍ଦିର୍କେ ପାର୍ତନା କର୍ବାକେ ଜାଇ ନିଜ୍କେ ସର୍ପି ଦେଲାଇନି , ମାତର୍ ସେମନର୍ କାଇ କାମ୍ ମିସା ଟିକ୍ ନାଇଁ । 13 ମଆବର୍ ବିସଇ ନେଇକରି ମାପ୍ରୁ ପୁର୍ବେ ଅନି କଇ ରଇଲା । 14 ମାତର୍ ଏବେ ସବୁବେଲର୍ ମାପ୍ରୁ କଇଲାନି, ତିନ୍ ବରସ୍ ବିତ୍ରେ ମଆବରର୍ ବେସି ଦନ୍ସପତି ଉନା ଅଇଜାଇସି । ଆରି ବେସି ରଇଲା ଲକ୍ମନର୍ ବିତ୍ରେ ଅନି ଉନାଲକ୍ ବଁଚ୍ବାଇ ଆରି ସେମନ୍ ଦୁର୍ବଲ୍ ଅଇଜିବାଇ ।
Publicidade
Isaías 16
ମଆବର୍କେ ଆସା କରାନାଇ
Veja também
Publicidade