Publicidade

Isaías 64

1 ଅ, ଅ, ବିନ୍‌ ଦେସର୍ ଲକ୍‌ମନ୍ ଜେନ୍‌ତିକି ତମର୍ ମୁଆଟେ ତର୍‌ତରି ଜାଇକରି ଡରି ଜିବାଇ, ସେଟାର୍‌ପାଇଁ ତର୍ ସତ୍‌ରୁମନ୍‌କେ ତର୍ ନାଉଁ ଜାନାଇବାକେ; 2 ଜଇ ମୁଟ୍‌ଟାଲା ଲାଗାଇଲା ପାରା, ଜଇ ଲାଗାଇ ପାନି ଉକ୍‌ଲାଇଲା ପାରା ଜନ୍‌ ଦିନେ ତୁଇ ଆକାସ୍ ଆରି ଦର୍‌ତନି ଚୁଲ୍‌ବୁଲାଇ କରି ଗସ୍‌ରି ଆଇଲେ; ଆରି ଡଙ୍ଗର୍ ମନ୍ ତର୍ ମୁଆଁଟେ ତର୍‌ତରି କରି ତର୍‌ଲି ଜାଇକରି ସରନ୍‌ ପସ୍‌ବାଇ । 3 ଜେଡ୍‌କିବେଲେ ତୁଇ ଆମର୍ ଡରିଜାଇକରି କାବା ଅଇଜିବା କାମ୍ କଲୁସ୍, ସେଡ୍‌କିବେଲେ ତୁଇ ଉତ୍‌ରି ଆଇଲୁସ୍, ଡଙ୍ଗର୍‌ମନ୍ ତର୍ ମୁଆଟେ ଦଲ୍‌ଦଲି ଗାଲାଇ । 4 କାଇକେ ବଇଲେ ଜେ, ତାର୍ ଜାଗ୍‌ବା ଲକର୍ ବାଟେ ଅଇକରି କାମ୍ ସାଦନ୍ କର୍‌ସି, ଲକ୍‌ମନ୍ ପୁର୍‌ବେ ଅନି ତକେ ଚାଡିକରି ଅଲ୍‌ଗା ପର୍‌ମେସରର୍ ବିସଇ ସୁନତ୍ ନାଇ, କି କେବେ ମିସା ସୁନତ୍ ନାଇଁ, କି କେବେ ଦେକତ୍ ମିସା ନାଇଁ। 5 ଜନ୍ ଲକ୍ ସାଇ ସାର୍‌ଦା ସଙ୍ଗ୍ ଦୟାଦରମ୍ ସଙ୍ଗେ ଚାଲିଚଲନ୍ କର୍‌ସି, ଜନ୍‌ ଲକ୍‌ ତର୍‌ ବାଟେ ଅଇ ତକେ ଏତାଇବାଇ, ତୁଇ ସେମନର୍ ସଙ୍ଗ୍ ବେଟ୍ ଅଇସୁ; ଦେକ୍, ତୁଇ ରିସା ଅଇ ରଇଲୁସ୍ ଆରି ଆମେ ପାପ୍‌କଲୁ; ଆମେ ବେସି ଦିନ୍ ଦାରି ସିତି ଆଚୁ, ଆମେ କାଇ ମୁକ୍‌ତି ପାଇବୁକି ? 6 କାଇକେ ବଇଲେ ଆମେ ସବୁଲକ୍ ଅସୁଚି ଲକ୍‌ପାରା ଅଇଆଚୁ ଆରି ଆମର୍ ଦରମ୍ କାମ୍‌ସବୁ ଅସୁଚି ବସ୍‌ତର୍ ପାରା ଅଇଆଚେ ଆରି ଆମେ ସବୁଲକ୍ ପତର୍‌ ପାରା ଜିରି ଗାଲୁନି; ଆରି, ଆମର୍ ପାପ୍‌ ସବୁ ପବନ୍ ପାରା ଆମ୍‌କେ ଉଡାଇ ନେଇସି । 7 ଆରି, ଜେ ତମର୍ ନାଉଁ ଦାରିକରି ପାର୍‌ତନା କର୍‌ସି, ଜେ ତକେ ଦାର୍‌ବାକେ ନିଜ୍‌କେ ଇଚା କର୍‌ସି, ଏନ୍‌ତି ଲକ୍ କେ ନାଇଁ; କାଇକେ ବଇଲେ ତୁଇ ଆମର୍ ଲଗେ ଅନି ତର୍ ମୁଁକେ ଲୁଚାଇ ଆଚୁସ୍ ଆରି ଆମର୍ କାରାପ୍ କାମର୍‌ପାଇଁ ଆମ୍‌କେ ଡଣ୍ଡ୍ ଦେଇ ଆଚୁସ୍ ।

8 ମାତର୍ ଏବେ ଏ ସବୁବେଲର୍ ମାପ୍‌ରୁ, ତୁଇ ଆମର୍ ବାବା; ଆମେ ମାଟି, ତୁଇ ଆମର୍ କୁମାର୍; ଆରି, ଆମେ ସବୁଲକ୍ ତର୍ ଆତ୍‌ସଙ୍ଗ୍ ତିଆର୍ ଅଇଲା ଆଣ୍ଡିପାରା। 9 ଏ ସବୁବେଲର୍ ମାପ୍‌ରୁ, ବେସି ରିସା ଅ ନାଇଁ, କି ସବୁଦିନର୍ ପାଇଁ ଅପ୍‌ରାଦ୍‌ ମନେ ସଙ୍ଗନାଇଁ; ଆମେମନ୍ ବାବୁଜିଆ କଲୁନି, ଦେକା, ଆରି ଏତାଆ, ଆମେ ସବୁଲକ୍ ତର୍ ଲକ୍ । 10 ତର୍ ସୁକଲ୍ ନଅଁର୍‌ ସବୁ ଡଙ୍ଗର୍ ପାଲି ଅଇ ଆଚେ, ସିଅନ୍ ଡଙ୍ଗର୍ ପାଲି ଅଇଆଚେ, ଜିରୁସାଲମ୍ ବାଙ୍ଗିତୁଟି କରି କୁରୁପ୍ ନାସ୍ ଅଇଗାଲା ଆଚେ । 11 ଆମର୍ ଆନିଦାଦି ମନ୍‌ ଜନ୍ ଜାଗା ଲଗେ ତର୍ ମଇମା କର୍‌ତେ ରଲାଇ, ଆମର୍ ସେ ସୁକଲ୍ ଆରି ସୁନ୍ଦର୍ ଗର୍ ଜଇ ସଙ୍ଗ୍ ପଡି ଗାଲା ଆଚେ ଆରି ଆମର୍ ମନ୍‌କେ ସାର୍‌ଦା ଲାଗ୍‌ବା ବିସଇ ସବୁ ବିନାସ୍ ଅଇଗାଲା ଆଚେ । 12 ଏ ସବୁବେଲର୍ ମାପ୍‌ରୁ, ଏସବୁ ଅଇଲେ ମିସା ତୁଇ ନିଜ୍‌କେ ତାକିଜାଇ କରି ସଙ୍ଗଇସୁ ? ତୁଇକାଇ ଚୁପ୍ଅଇ ରଇ କରି ଆମ୍‌କେ ବେସି ଦୁକ୍ ଦେଇସୁ ?

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-