17 ତାର୍ପଚେ ମୁଇ ସେମନ୍କେ କଇଲି, ଆମେ କନ୍ ରକାମ୍ କାରାପ୍ କାମେ ଚକ୍ଟି ଅଇଆଚୁ, ଜିରୁସାଲାମ୍ ଜେମ୍ନ୍ତାର୍ ଉଜାଡି ଅଇ ଅଦ୍ରାଲା ଆଚେ, ଆରି ତେଇର୍ ଦୁଆର୍ ସବୁ ଜଇ ସଙ୍ଗ୍ ମସ୍ରି ଜାଇ ଆଚେ, ଏଟା ତମେ ଦେକି ଆଚାସ୍; ଆସା, ଆମେ ଜେମ୍ନ୍ତାର୍ ଆରି ନିନ୍ଦା ନ ପାଉ, ସେଟାର୍ପାଇଁ ଜିରୁସାଲାମର୍ ପାଚୁରି ତିଆର୍ କରୁ ।