ଦାନିଏଲ୍ ଆର୍ ତାର୍ ସଃଙ୍ଗୁଆଳିମଃନାର୍ କଃତା
1 ଜିଉଦା ରାୟ୍ଜାର୍ ରଃଜା ଜିହୟାକିମାର୍ ସାସନ୍ କାଳାର୍ ତିନି ବଃର୍ସେ ବାବିଲାର୍ ରଃଜା ନବୁକଦ୍ନିତ୍ସର୍ ସଃୟିନ୍ଦଃଳ୍ ସଃଙ୍ଗ୍ ଆସି ଜିରୁସାଲମ୍କେ ଚାରିବେଳ୍ତ୍ ବେଳ୍ଲା। 6 ଏମଃନ୍କାର୍ ବିତ୍ରେ ଜିହୁଦା ବଃଉଁସାର୍, ଦାନିୟେଲ୍, ହନାନିୟ, ମିସାୟେଲ୍ ଆର୍ ଅସରିୟ ରିଲାୟ୍।