23 ହେଁ ମଃର୍ ହୁର୍ବାର୍ ଦାଦିବାବୁମଃନାର୍ ଇସ୍ୱର୍, ମୁୟ୍ଁ ତକେ ଦନ୍ୟବାଦ୍ କଃରୁଲେ ଆର୍ ତର୍ ଗୁଣ୍ ଗାଉଁଲେ, ତୁୟ୍ ମକେ ଗିଆନ୍ ଆର୍ ସଃକ୍ତି ଦଃୟ୍ଆଚ୍ସି ଆର୍ ତକେ ମୁୟ୍ଁ ଜୁଣ୍ରି ଗଃଉଆରି କଃରିଆଚି, ସେ ସଃବୁ ବିସୟେ ତୁୟ୍ ମକେ ଜାଣାୟି ଆଚ୍ସି; କାୟତାକ୍ବଃଲେକ୍ ତୁୟ୍ ରଃଜାର୍ କଃତା ଅଃମିକେ ଜାଣାୟି ଆଚ୍ସି।
Publicidade
Publicidade