28 ନବୁକଦ୍ନିତ୍ସର୍ କୟ୍ଲା, ସଦ୍ରକ, ମେସକ୍ ଆର୍ ଅବେଦ୍ନଗର୍ ଇସ୍ୱରାର୍ ଦନ୍ୟବାଦ୍, ବଃଲେକ୍ ସେ ନିଜାର୍ ଦୁତ୍ ହଃଟାୟ୍ଲା ଆର୍ ତାର୍ ଦାସ୍ମଃନ୍ ତାକେ ବିସ୍ୱାସ୍ କଃଲାୟି ଆର୍ ନିଜାର୍ ମାପୁର୍କେ ଚାଡି କୁୟି ଦେବତାର୍ ସେବା କି ଜୁଆର୍ ନଃକେର୍ତି, ଇତାର୍ଗିନେ ରଃଜାର୍ କଃତା ଅଃମାନ୍ୟା କଃରି ନିଜାର୍ ନିଜାର୍ ଗଃଗାଳ୍ ସଃହ୍ରି ଦିଲାୟ୍, ମାପୁର୍ ସେମଃନ୍କେ ରଃକ୍ୟା କଃଲା। 29 ଇତାର୍ଗିନେ ମୁୟ୍ ଇ ଆଦେସ୍ କଃରୁଲେ ଜେ, କୁୟି ଗସ୍ଟି, ଦେସାର୍ ଲକ୍,ଆର୍ ବିନ୍ ବାସାର୍ ଲକ୍, ସଦ୍ରକ୍, ମେସକ୍ ଆର୍ ଅବେଦ୍ନଗର୍ ମାପୁରାର୍ ବିରୁଦେ କୁୟି ଲକ୍ କଃରାପ୍ କଃତା କଃଉତି, ସେମଃନ୍ କଃଣ୍ଡ୍ କଃଣ୍ଡ୍ ଅୟି କାଟା ଅଃଉତି ଆର୍ ସେମଃନକାର୍ ଗଃର୍ କାତ୍ କୁଳ୍ କଃରାଅୟ୍ଦ୍; କାୟିତାକ୍ବଃଲେକ୍ ଇରଃକମ୍ ରଃକ୍ୟାକଃରୁକ୍ ଆର୍ କୁୟି ଦେବ୍ତା ନାୟ୍।