25 ଆରେକ୍, ନିଜାର୍ ଚାଲାକି ଆର୍ ଟକୁଆ ବୁଦି, ମିଚ୍ମଃୟା କଃତାର୍ ବଃଳେ ତାର୍ କାମ୍ ସଃବୁ ହୁର୍ନ୍ କଃରେଦ୍ ଆର୍ ସେ ନିଜାର୍ ଜିବନେ ନିଜ୍କେ ବଃଡ୍ କଃରେଦ୍ ଆର୍ ସେମଃନ୍କାର୍ ରଃକ୍ୟାର୍ ବେଳାୟ୍ ଅଃନେକ୍ ଲକେ ନାସ୍ କଃରେଦ୍; ସେ ମୁଳିକାମଃନ୍କାର୍ ମୁଳିକାର୍ ବିରୁଦେ ଜାୟ୍ଦ୍ ମଃତର୍ ସେ ମାନାୟ୍ର୍ ଆତେ ନାସ୍ ନୟ୍।
Publicidade
ଦାନିୟେଲ୍ 8
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.