4 ଗଟେକ୍ ଟିକି ଜାୟିଦ୍ ଆର୍ ଗଟେକ୍ ଟିକି ଆସେଦ୍; ମଃତର୍ ହୁର୍ତିବି ସଃବୁବଃଳ୍ ରଃୟିଦ୍। 5 ଅୟିଲେକ୍ ହେଁ ବେଳ୍ ଉଦେଦ୍ ଆର୍ ବେଳ୍ ବୁଡେଦ୍, ଆରେକ୍ ନିଜାର୍ ଉଦ୍ତା ଟାଣେ ଜଃଉଁକ୍ ଚଃଚଲ୍ ଅୟିଦ୍। 6 ବାଉ ଦଃକିଣ୍ ଦିଗ୍କେ ଜାୟିଦ୍ ଆର୍ ଉତୁର୍ ଦିଗ୍କେ ବାଉଳି ଆସେଦ୍; ବାଉ ନିଜାର୍ ବାଟେ ସଃବୁବଃଳ୍ ଗିଞ୍ଜ୍ରେଦ୍ ଆର୍ ବାଉ ନିଜେ ଗିଞ୍ଜ୍ରି କଃରି ଆରେକ୍ ବାଉଳି ଆସେଦ୍। 7 ଗାଡ୍ସଃବୁ ସଃମୁନ୍ଦୁର୍କେ ଜାୟିଦ୍, ତଃବେହେଁ ସଃମ୍ନ୍ଦୁର୍ ହୁର୍ନ୍ ଅୟି ନଃକେରେ; ଗାଡ୍ସଃବୁ ନିଜାର୍ ନିଜାର୍ ଜାତା ଟାଣେ ଆରେକ୍ ବାଉଳି ଜାୟିଦ୍।
Publicidade
Publicidade