9 ଜାୟରି ଅଃଉଁଲି, ସେରି ହଃକା ଅୟିଦ୍ ଆର୍ ଜାୟ୍ରି କଃରାଜଃଉଁଲି, ସେରି ହଃକା କଃରାଜାୟିଦ୍; ଆରେକ୍, ବେଳ୍ ତଃଳେ କାୟିରିହେଁ ନଃଉଁଆ ବିସୟ୍ ନାୟ୍ଁ। 10 ଜୁଣ୍ ବିସୟେ ମାନାୟ୍ମଃନ୍ କଃଉଁଲାୟ୍, ଜାଣା, ଇରି ନଃଉଆ, ଇହର୍ କାୟି ବିସୟ୍ ଆଚେ? ସେରି ଅଃମିମଃନ୍ ଜଃଲମ୍ ଅଃଉତା ହୁର୍ବେ ହୁଣି ଗଃଟି ରିଲି।
Publicidade
Publicidade