ବେଣ୍ଡିଆ ହିଲାଟକିକେ ସିକ୍ୟା
9 ଏ ବେଣ୍ଡିଆଲକ୍, ତୁମି ତୁମାର୍ ବେଣ୍ଡିଆବଃଳ୍ ସଃର୍ଦାକଃରା ଆର୍ ବେଣ୍ଡିଆବଃଳ୍ ତୁମାର୍ ହୁର୍ଦ୍ ତୁମିକେ ସଃର୍ଦାକଃରା, ଆରେକ୍ ନିଜାର୍ ଚାଲ୍ତିୟେ ଆର୍ ନିଜାର୍ ଆକିୟେ ଦଃକ୍ଣେ ଚାଲା; ମଃତର୍ ମାପୁର୍ ଇ ସଃବୁ ବିସୟ୍କେ ଦଃରି ତୁମିକେ ବିଚାରେ ଆଣେଦ୍, ଇରିସଃବୁ ତୁମି ଜାଣିରିଆ।