17 ଇତାର୍ହଃଚ ମୁଁୟ୍ ସେମଃନ୍କେ କୟିଲେ, "ଅଃମିମଃନ୍ କୁୟ୍ରଃକମ୍ କଃରାପ୍ ଅଃବୁସ୍ତାୟ୍ ଆଚୁ, ଜିରୁସାଲେମ୍ କଃନ୍କଃରି ନଃସ୍ଟ୍ ଅୟିଆଚେ ଆର୍ ତାର୍ ଦୁଆର୍ ସଃବୁ ଜୟେ ବଃସମ୍ ଅୟିଆଚେ, ଇରି ତୁମିମଃନ୍ ଦଃକୁଲାସ୍; ଆସା, ଅଃମିମଃନ୍ ଜଃନ୍କଃରି ଆରେକ୍ ନିନ୍ଦାର୍ ଲକ୍ ନଃଉଁଆ, ଇତାର୍ଗିନେ ଜିରୁସାଲମାର୍ ବାରିକଃତି ତିଆର୍ କଃରୁଆଁ।"