କାମେ ବିରଦ୍
1 ମଃତର୍ ଅଃମିମଃନ୍ କୁଆଳ୍ କଃତି ହାଜୁଲୁ ବଃଲି ସୁଣିକଃରି ସନ୍ବଲ୍ଟ୍ ଗିଜ୍ରି ଅୟି ଜିଉଦିମଃନ୍କେ ଗେଙ୍ଗ୍ରାୟ୍ଲା। 2 ଆରେକ୍, ସେ ତାର୍ ବାୟ୍ମଃନାର୍ ଆର୍ ସମରିଆ ସଃଇନ୍ ଦଃଳାର୍ ମୁଏଁ ଇ କଃତା କୟ୍ଲା, "ଇ ବଃଳ୍ ନୟ୍ଲା ଜିଉଦିମଃନ୍ କାୟିରି କଃରୁଲାୟ୍? ସେମଃନ୍ କାୟିରି ଗଃଳ୍କେ ବଃନ୍ଦ୍ କଃରିରେତି? ସେମଃନ୍ ହୁଜା କଃର୍ତି? ସେମଃନ୍ କାୟିରି ଗଟେ ଦିନ୍ ବିତ୍ରେ କାମ୍ ସଃରାଉତି? ସେମଃନ୍ କାୟିରି ଗାଦ୍ଅୟ୍ଲା ହଡ୍ଲା ଟେଳା ବିତ୍ରାର୍ ନିକ ଟେଳା ବାଚୁକେ ହାର୍ତି?" 3 ସଃଡେବଃଳ୍ ଅମନିୟ ଟବିୟ ତାର୍ଚଃମେ ରିଲା ଆରେକ୍, ସେ କୟ୍ଲା, " ସେମଃନ୍ ଜୁୟ୍ରି ଗଃଳୁଲାୟ୍ ଗଟେକ୍ କଲ୍ୟା ଚଃଗିଗଃଲେକ୍ ସେମଃନାର୍ ସେ ଟେଳା କଃତି ବାଙ୍ଗେଦ୍।"