ଦାନିଏଲର୍ ବିସ୍ବାସ୍
8 ମାତର୍ ରାଜାର୍ କାଦି ଆରି ଅଙ୍ଗୁର୍ ରସ୍ ଦାନିଏଲ୍କେ ଅସୁଚି ବଲି ମନେ ମନେ ବାବ୍ଲା; ଆରି ଜେନ୍ତାର୍ କି ନିଜେ ଅସୁଚି ନ ଅଇବାକେ , ଏଟାର୍ ପାଇ ସେ ବେଜୁ ମନର୍ ମୁକିଆକେ ଗୁଆରି କଲା ।
16 ତାର୍ପଚେ ସେ ଗରର୍ ଲକ୍ ସେମନ୍କେ ରାଜା କାଦି ଆରି ଅଙ୍ଗୁର୍ ରସ୍ ଦେବାକେ ବନ୍ଦ୍ କରି ସେମନ୍କେ ସାଦା ସାଗ୍ କାଇବାକେ ଦେଲା ।