35 ଆରି, ପୁର୍ତିବି ତେଇ ବାସା ଅଇଲା ସର୍ତେ ଲକ୍ ଇସାବ୍ ନଇଲା ପାରା ଆଚତ୍; ଆରି ସେ ସର୍ଗର୍ ଦୁତ୍ ମନର୍ ସଙ୍ଗେ ଆରି ପୁର୍ତିବି ତେଇ ବାସା ଅଇଲା ଲକ୍ମନର୍ ସଙ୍ଗେ ତାର୍ ଇଚା ସଙ୍ଗେ କାମ୍ କର୍ସି; ଆରି କେ ମିସା ସେ କର୍ବା କାମ୍କେ ଅଟ୍କାଇ ନାପାରତ୍ ଆରି ତୁଇ ଏଟା କାଇଟା କଲୁସ୍ନି ଏ କାତା କେ ମିସା କଇ ନାପାରତ୍ ।
Publicidade