37 ସେଟାର୍ ପାଇ ମୁଇ ନବୁକଦ୍ନିସ୍ଚର୍ ସେ ସର୍ଗର୍ ରାଜାର୍ ପର୍ସଙ୍ଗ୍ସା,ମଇମା ଆରି ଆଦର୍ କଲିନି; କାଇକେବଇଲେ ତାର୍ ସର୍ତେ କାମ୍ ସତ୍ ଆରି ତାର୍ ବାଟ୍ ନିକଟା; ଆରି, ଜନ୍ ଲକ୍ମନ୍ ପିଲା ଜନମ୍ କର୍ବାଇ, ସେମନ୍କେ ମରାଇବାକେ ତାର୍ ବପୁ ଆଚେ ।