10 ସେଡ୍କିବେଲେ ଦାନିଏଲ୍ ପାର୍ତନା କର୍ବାକେ ମନା କରା ଅଇଲା ଆଚେ ବଲି ଜାନି ସେ ତାର୍ ଗରେ ଗାଲା; ତାର୍ ବାକ୍ରାର୍ ଜର୍କା ଜିରୁସାଲମ୍ ବାଟେ ଉଗାଡି ଅଇରଇଲା;ଆରି, ସେ ଆଗ୍ତୁ ଜେନ୍ତି ପାର୍ତନା କର୍ତେ ରଇଲା ,ସେନ୍ତାରି ସେ ଦିନ୍କେ ତିନ୍ ତର୍ ମାଣ୍ଡିକଟା ଦେଇ ପାର୍ତନା କଲା ଆରି ତାର୍ ପର୍ମେସରର୍ ଲଗେ ଦନିଅବାଦ୍ କଲା ।