ଦାନିଏଲାର୍ ବିସ୍ୱାସ୍ ଜୟ୍ଗ୍ ଜିବନ୍
8 ମଃତର୍ ଦାନିୟେଲ୍ ସେ ରଃଜା କାତା କାଦି କାୟି ଆର୍ ଅଙ୍ଗୁର୍ ରଃସ୍ ସୁରିକଃରି ନିଜ୍କେ ବିଟାଲ୍ କଃରୁକ୍ମଃନ୍ ନଃକେଲା। ଇତାର୍ଗିନେ ସେ ବେଜୁମଃନ୍କାର୍ ମୁଳିକାକେ ଗଃଉଆରି କଃଲା ଆର୍ ବିନ୍ବିନ୍ କାଦିକାଉଁକ୍ ହାରିକି ବଃଲି ହଃଚାର୍ଲା, ଜୁଣ୍ତାର୍ ଗିନେ କି ସେ ବିଟାଳ୍ ଅୟ୍ନଃକେରେ। 16 ଇତାର୍ହଃଚ ଗଃର୍ଗୁମୁସ୍ତା ସେମଃନ୍କେ ରଃଜା କାତା କାଦି ଆର୍ ଅଙ୍ଗୁର୍ ରଃସ୍ ନଃଦେୟ୍କଃରି ସେମଃନ୍କେ ସାଗ୍ ଦିଲା।