2 ସଃଡେବଃଳ୍ ମୁୟ୍ଁ ଦାନିୟେଲ୍, ବଃର୍ତି ତିନି ସଃପ୍ତା ହଃତେକ୍ ଦୁକେ ରଃଦନ୍ କଃର୍ତି ରିଲେ। 3 ବଃର୍ତି ତିନି ସଃପ୍ତା ସଃର୍ତା ହଃତେକ୍ ମୁୟ୍ଁ କାୟିରି ହେଁ ସୁଆଦ୍ କାଦି ନଃକାୟ୍ଲେ, କି ମାସ୍ କି ଅଙ୍ଗୁର୍ରଃସ୍ ମର୍ ଟଣ୍ଡ୍ ବିତ୍ରେ ନଃଗେଲି, କି ମୁୟ୍ଁ କାୟିହେଁ ଚିକଣ୍ ହାଦାୟ୍ ନଃକେଲେ।